logo

ଜଙ୍ଗଲ ଜମି ଅଧିକାର ଦାବୀରେ ଅଖିଳ ଭାରତ କିଶାନ ମଜଦୁର ସଭାର ଶୋଭାଯାତ୍ରା ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ।

ଗଂଜାମ ଜିଲ୍ଲା ର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଗ୍ରାମରେ ବସବା। କରୁଥିବା ଗୃହହୀନ ଓ ଭୂମୀହୀନ ଙ୍କୁ ଜଙ୍ଗଲ ଜମି ଅଧିକାର ପାଇଁ ହୋଇଛି ଆନ୍ଦୋଳନ । ଏହାକୁ ନେଇ ଆଜି ଅଖିଳ ଭାରତ କିଶାନ ମଜଦୁର ସଭା ଗଂଜାମ ଜିଲ୍ଲା ଶାଖା ନେତୃତ୍ବରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଭୂମୀହୀନ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଘେରାଉ କରି ସେମାନଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରିଥିଲେ ।

3
2938 views